ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ୍ୟ ଅଧ୍ୟାପିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଧ୍ୟରେ ଶ୍ରେଷ୍ଠ ବା ମୁଖ୍ୟ ଅଧ୍ୟାପିକା

ଉଦାହରଣ : ଶ୍ରୀମତି ଶର୍ମା ଏହି ବିଦ୍ୟାଳୟର ପ୍ରଧାନ ଅଧ୍ୟାପିକା

ସମକକ୍ଷ : ପ୍ରଧାନ ଅଧ୍ୟାପିକା, ପ୍ରଧାନ ଶିକ୍ଷିକା


ଅନ୍ୟ ଭାଷାରେ ଅନୁବାଦ :

वह अध्यापिका जो विद्यालय के अन्य अध्यापक-अध्यापिकाओं में श्रेष्ठ या मुख्य हो।

श्रीमती शर्मा इस विद्यालय की प्रधान अध्यापिका हैं।
प्रधान अध्यापिका, प्रधान शिक्षिका, प्रधानाध्यापिका, मुख्याध्यापिका

A woman headmaster.

headmistress