ଅର୍ଥ : ଗୁପ୍ତ ବା ଗୂଢ଼ କଥା ପ୍ରକାଶ ହେବା
ଉଦାହରଣ :
ତାଙ୍କର ରହସ୍ୟ ଖୋଲିଗଲାଘୋଟାଲାରେ ସଂପୃକ୍ତ ସବୁ ଲୋକଙ୍କର ମୁଖା ଖୋଲିଗଲା
ସମକକ୍ଷ : ଅସଲରୂପ ପ୍ରକାଶ ହେବା, ଉନ୍ମୋଚିତ ହେବା, ପଦାକୁ ବାହାରିବା, ପରଦା ହଟିବା, ରହସ୍ୟ ଖୋଲିବା
ଅନ୍ୟ ଭାଷାରେ ଅନୁବାଦ :
गुप्त या गूढ़ बात का प्रकट होना।
उसका रहस्य खुल गया।