ଅର୍ଥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
ଉଦାହରଣ :
ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
ସମକକ୍ଷ :
ନିର୍ଣ୍ଣୟ, ନିର୍ବାହ, ପ୍ରତିପାଦନ, ସମ୍ପାଦନ
ଅନ୍ୟ ଭାଷାରେ ଅନୁବାଦ :
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
वैज्ञानिक ने अपने नये मत का प्रतिपादन किया।
अभिमंडन,
अभिमण्डन,
प्रतिपादन