ଅର୍ଥ : କୌଣସି କାମ ଆଦିରେ ଲାଗିରହିବା ବା ଲିପ୍ତରହିବାର ଅବସ୍ଥା, ଭାବ ବା କ୍ରିୟା
ଉଦାହରଣ :
ମନ୍ଦକାମରେ ଲିପ୍ତତା ଠିକ୍ ନୁହେଁ
ସମକକ୍ଷ :
ଜଡିତତା, ଲିପ୍ତତା, ସଂପୃକ୍ତତା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में लगे रहने या लिप्त रहने की अवस्था, भाव या क्रिया।
बुरे कामों में संलिप्तता ठीक नहीं।
लगा रहना,
लिप्तता,
संलिप्तता