ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜପମାଳା ବା ଫୁଲଆଦିରେ ସୂତା ପୂରାଇ ତିଆରି କରାଯାଉଥିବା ବସ୍ତୁ ଯାହା ଗଳାରେ ପିନ୍ଧାଯାଏ
ଉଦାହରଣ : ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
ସମକକ୍ଷ : ମାଳ, ହାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
मनका, फूल आदि को सूत आदि में गोलाकार पिरोकर बनाई हुई कोई वस्तु जो गले में पहनी जाती है।
Jewelry consisting of a cord or chain (often bearing gems) worn about the neck as an ornament (especially by women).
ସଂସ୍ଥାପନ କରନ୍ତୁ