ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନବବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନବବିଜ୍ଞାନ   ବିଶେଷ୍ୟ

ଅର୍ଥ : ଯେଉଁ ଶାସ୍ତ୍ରରେ ମଣିଷର ଉତ୍ପତ୍ତି, ବିକାଶ, ଭେଦ, ଆଦିର ବିବେଚନା କରାଯାଇ ଥାଏ

ଉଦାହରଣ : ତାଙ୍କ ଭିଣୋଇ ଜଗଦଳପୁରରେ ମାନବବିଜ୍ଞାନର ଅଧ୍ୟାପକ ଥିଲେ

ସମକକ୍ଷ : ନୃତତ୍ତ୍ୱବିଜ୍ଞାନ, ମାନବ ଶାସ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह शास्त्र जिसमें मनुष्य की उत्पत्ति, विकास, भेद आदि का विवेचन होता है।

जीजाजी जगदलपुर में मानवविज्ञान के अध्यापक थे।
मानव विज्ञान, मानव शास्त्र, मानव-विज्ञान, मानव-शास्त्र, मानवविज्ञान, मानवशास्त्र

The social science that studies the origins and social relationships of human beings.

anthropology