ଅର୍ଥ : ବଙ୍ଗଳାରେ କୀର୍ତ୍ତନ କରିବା ବେଳେ ପଖୋଜ ଭଳି ବଜାଉଥିବା ଏକ ପ୍ରକାର ବାଜା
ଉଦାହରଣ :
କାଳୀ ପୂଜା ଦିନ ଲୋକେ କୀର୍ତ୍ତନ ଗାଇବା ସମୟରେ ମାଦଳ ବଜାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
बंगाल में कीर्तन आदि में बजाया जाने वाला पखावज की तरह का एक बाजा।
काली पूजा के दिन लोग कीर्तन गाते समय मादल बजा रहे थे।
मादर,
मादल,
मार्दल