ଅର୍ଥ : ମଗଧ ଦେଶରେ ପ୍ରଚଳିତ ପୁରୁଣା ପ୍ରାକୃତ ଭାଷା
ଉଦାହରଣ :
ମାଗଧୀ ପ୍ରାକୃତରୁ ଓଡ଼ିଆ,ବଙ୍ଗଳା,ବିହାରୀ ଓ ଅହମୀୟା ଭାଷାର ଉତ୍ପତ୍ତି ହୋଇଛି
ସମକକ୍ଷ : ମାଗଧୀ ପ୍ରାକୃତ
ଅନ୍ୟ ଭାଷାରେ ଅନୁବାଦ :
मगध देश में प्रचलित पुरानी प्राकृत भाषा।
मागधी से बंगला,बिहारी असमी और उड़िया भाषाओं की उत्पत्ति हुई है।ଅର୍ଥ : ମଗଧରେ କୁହା ଯାଉଥିବା ଭାଷା
ଉଦାହରଣ :
ଏହି ବହି ମାଗଧୀରେ ଲେଖାଯାଇଛି
ସମକକ୍ଷ : ମାଗଧୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :