ଅର୍ଥ : ମାଈ ବାଘ
ଉଦାହରଣ :
ବାଘୁଣୀ ବାଘଠାରୁ ଅଧିକ ହିଂସ୍ର ଗୁରୁଭକ୍ତ ଶିବାଜୀ ସମର୍ଥ ଗୁରୁ ରାମଦାସଙ୍କ ପେଟ ଯନ୍ତ୍ରଣା ଠିକ୍ କରିବା ନିମନ୍ତେ ବାଘୁଣୀର ଦୁଧ ଆଣିଥିଲେ
ସମକକ୍ଷ : ବାଘୁଣୀ
ଅନ୍ୟ ଭାଷାରେ ଅନୁବାଦ :
मादा शेर।
शेरनी शेर से अधिक खूँखार होती है।A female tiger.
tigress