ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାପ୍ରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାପ୍ରାଣ   ବିଶେଷ୍ୟ

ଅର୍ଥ : ବ୍ୟାକରଣ ଅନୁସାରେ ଯେଉଁ ବର୍ଣ୍ଣକୁ ଉଚ୍ଚାରଣ କରିବା ନିମନ୍ତେ ପ୍ରାଣବାୟୁର ବିଶେଷ ପ୍ରୟୋଗ କରିବାକୁ ପଡ଼େ

ଉଦାହରଣ : ଓଡ଼ିଆ ବର୍ଣ୍ଣମାଳାରେ ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ବର୍ଣ୍ଣ ମହାପ୍ରାଣ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

व्याकरण के अनुसार वह वर्ण जिसका उच्चारण करने में प्राणवायु का विशेष प्रयोग करना पड़ता है।

हिंदी वर्णमाला में प्रत्येक वर्ग का दूसरा और चौथा वर्ण महाप्राण होता है।
महाप्राण