ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଦଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଦଶା   ବିଶେଷ୍ୟ

ଅର୍ଥ : ଯେଉଁ ଗ୍ରହର ଦଶା ଅତ୍ୟନ୍ତ ଅନିଷ୍ଟକାରୀ

ଉଦାହରଣ : ଶନି ମହାଦଶାରୁ ରକ୍ଷାପାଇବାପାଇଁ ସେ କେତେକ ଅନୁଷ୍ଠାନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

किसी ग्रह की वह दशा जिसमें वह बहुत अनिष्टकारी हो।

शनि की महादशा से बचने के लिए वह कुछ अनुष्ठान कर रहा है।
महादशा