ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୃହଦନ୍ତ୍ରର ଶେଷଭାଗ ଯାହାର ନଳୀ ମଳ ଦ୍ୱାରରେ ଖୋଲେ ତଥା ଯେଉଁଥିରେ ମଳ ଏକତ୍ର ହୁଏ
ଉଦାହରଣ : ପ୍ରୟୋଗଶାଳାରେ ଗବେଷକ ଠେକୁଆ ମଳାଶୟର ଅଧ୍ୟୟନ କରୁଛନ୍ତି
ସମକକ୍ଷ : ମଳାଶୟ, ରେକ୍ଟମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बड़ी आँत का अन्तिम भाग जिसका सिरा मलद्वार में खुलता है तथा जिसमें मल एकत्र होता है।
The terminal section of the alimentary canal. From the sigmoid flexure to the anus.
ଅର୍ଥ : ପଶୁଙ୍କ ପେଟରେ ଥିବା ମଳଥଳି
ଉଦାହରଣ : ମଳଥଳିରେ ମଳ ଜମା ହୋଇଥାଏ
ସମକକ୍ଷ : ପୁଟି, ମଳମୁଣା, ମଳାଶୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
पशुओं के पेट में स्थित मल की थैली।
ସଂସ୍ଥାପନ କରନ୍ତୁ