ଅର୍ଥ : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ
ଉଦାହରଣ :
ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା
ସମକକ୍ଷ :
ହଂସଗମନା, ହଂସଗାମିନୀ
ଅନ୍ୟ ଭାଷାରେ ଅନୁବାଦ :
हंस जैसी सुंदर चाल चलनेवाली।
मंच पर एक हंसगामिनी नायिका अपनी अदाओं से दर्शकों को लुभा रही थी।
हंसगमना,
हंसगामिनी