ଅର୍ଥ : ଜୀବନରୁ ମାରିଦେବା କାମ ଅନ୍ୟଦ୍ୱାରା କରେଇବା
ଉଦାହରଣ :
ସୁଗ୍ରୀବ ବାଳୀକୁ ରାମଙ୍କଦ୍ୱାରା ହତ୍ୟାକରାଇଥିଲେ
ସମକକ୍ଷ : ମରେଇବା, ହତ୍ୟାକରାଇବା, ହତ୍ୟାକରେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
ଉଦାହରଣ :
ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
ସମକକ୍ଷ : ଆଘାତ କରାଇବା, ପିଟାଇବା, ମାଡ଼ଖୁଆଇବା
ଅନ୍ୟ ଭାଷାରେ ଅନୁବାଦ :
किसी दूसरे द्वारा किसी पर किसी वस्तु आदि से आघात कराना।
पिताजी ने अध्यापक से हमको पिटवाया।