ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ
ଉଦାହରଣ : ମିଛ କହିବା ମହାପାପ
ସମକକ୍ଷ : ଅଧର୍ମ, ଅନ୍ୟାୟ, ଅମଙ୍ଗଳ, କଳୁଷ, ଦୁଷ୍କୃତି, ପାତକ, ପାପ
ଅନ୍ୟ ଭାଷାରେ ଅନୁବାଦ :हिन्दी English
इस लोक में बुरा माना जाने वाला और परलोक में अशुभ फल देने वाला कर्म।
An act that is regarded by theologians as a transgression of God's will.
ଅର୍ଥ : ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ
ଉଦାହରଣ : ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ
ସମକକ୍ଷ : ଅପକର୍ମ, କୁକର୍ମ, ଖରାପକର୍ମ, ଦୁଷ୍କର୍ମ, ଦୁଷ୍କୃତ୍ୟ, ପାପକର୍ମ
बुरा कर्म या वह कर्म जिसे करना बुरा हो।
Improper or wicked or immoral behavior.
ଅର୍ଥ : ନୀତି ବିରୋଧ ହେଉଥିବା କାର୍ଯ୍ୟ
ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ସମକକ୍ଷ : ଅକର୍ମ, ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ
ऐसा कार्य जो नीति के विरुद्ध हो।
ସଂସ୍ଥାପନ କରନ୍ତୁ