ଅର୍ଥ : ମନରେ ହେବା ବା ଆସିବା
ଉଦାହରଣ :
କବି ମହୋଦୟ ନିଜ ମନୋଗତ ଭାବକୁ କବିତା ମାଧ୍ୟମରେ ଶ୍ରୋତାମାନଙ୍କ ସମ୍ମୁଖରେ ପ୍ରକାଶ କଲେ
ସମକକ୍ଷ :
ସ୍ୱଗତ
ଅନ୍ୟ ଭାଷାରେ ଅନୁବାଦ :
मन में होने या आने वाला।
कवि महोदय ने अपने मनोगत भावों को कविता के माध्यम से श्रोताओं के सामने प्रस्तुत किया।
मनोगत,
स्वगत