ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନଗଢ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନଗଢ଼ା   ବିଶେଷଣ

ଅର୍ଥ : ଯାହା କାହାରି ମନର କୃତ୍ରିମ ସର୍ଜନା

ଉଦାହରଣ : ଶ୍ୟାମର କଥା ଜଣା ପଡ଼ୁନାହିଁ, ସେ ଦେଇଥିବା ଖବର କପୋଳ କଳ୍ପିତ ବି ହୋଇପାରେ

ସମକକ୍ଷ : କପୋଳ କଳ୍ପିତ