ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଙ୍ଗୀତର ସାତ ସ୍ୱର ମଧ୍ୟରୁ ଚତୁର୍ଥ
ଉଦାହରଣ : ସେ ମଧ୍ୟମ ସ୍ୱରରେ ଗାଉଛି
ସମକକ୍ଷ : ମଧ୍ୟମ ସ୍ୱର
ଅନ୍ୟ ଭାଷାରେ ଅନୁବାଦ :हिन्दी
संगीत के सात स्वरों में से चौथा।
ଅର୍ଥ : ଯାହା ବେଶି ବଡ଼ ବା ବେଶି ଛୋଟ ନୁହେଁ
ଉଦାହରଣ : ଏହି ଜଙ୍ଗଲରେ କେବଳ ମଧ୍ୟମ ଧରଣର ବୃକ୍ଷଲତାଗୁଡ଼ିଏ ଅଛି
भौतिक माप के मूल्यांकन पैमाने के मध्य के आस-पास का या औसत मान का।
ଅର୍ଥ : ମଝିଆଁର ପରେ ବା ଯାହା ଉପରେ କେବଳ ଦୁଇଜଣ ଥାନ୍ତି
ଉଦାହରଣ : ରାଣୀର ମଝିଆଁ ଭାଇ ପାଠପଢ଼ାରେ ବହୁ ଆଗୁଆ
ସମକକ୍ଷ : ମଝିଆଁ
मँझले के बादवाला या जिससे ऊपर केवल दो ही हों।
ଅର୍ଥ : ମଧ୍ୟ ଆକାରର
ଉଦାହରଣ : ଏହି ଗଛର ଫଳ ମଧ୍ୟମ ଆକାରର
ସମକକ୍ଷ : ମଝଲା, ମଝିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
मध्यम आकार का या न बहुत बड़ा, न बहुत छोटा।
Intermediate in size.
ସଂସ୍ଥାପନ କରନ୍ତୁ