ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ରତ୍ନ
ଉଦାହରଣ :
ତାଙ୍କ ମଥାରେ ମଥାମଣି ଶୋଭା ପାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା
ଉଦାହରଣ :
ତାହାର ମୁଣ୍ଡରେ ମୁଣ୍ଡଫୁଲ ସୁଶୋଭିତ ହେଉଥିଲା
ସମକକ୍ଷ : ମୁଣ୍ଡଫୁଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଗହଣା ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧନ୍ତି
ଉଦାହରଣ :
ଅଶୋକ ବାଟିକାରେ ସୀତା ନିଜ ମଥାରୁ ମଥାମଣି ଓହ୍ଲାଇ ହନୁମାନଙ୍କୁ ଦେଇଥିଲା
ଅନ୍ୟ ଭାଷାରେ ଅନୁବାଦ :