ଅର୍ଥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
ଉଦାହରଣ :
ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
ସମକକ୍ଷ : ଏକମତ
ଅର୍ଥ : ସମସ୍ତଙ୍କର ସମ୍ମତି ବା ରାୟ
ଉଦାହରଣ :
ଏହି କାମ ସର୍ବସମ୍ମତିରେ କରାଗଲା
ସମକକ୍ଷ : ସର୍ବସମ୍ମତି
ଅନ୍ୟ ଭାଷାରେ ଅନୁବାଦ :
Everyone being of one mind.
unanimity