ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତାଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତାଧିକାର   ବିଶେଷ୍ୟ

ଅର୍ଥ : ସଂସଦ,ସଂସ୍ଥା ଆଦିର ସଦସ୍ୟ ବା ପ୍ରତିନିଧିଙ୍କୁ ନିର୍ବାଚିତ କରିବାପାଇଁ ଭୋଟ ବା ମତ ଦେବାର ଅଧିକାର

ଉଦାହରଣ : ନିର୍ବାଚନ ସମୟରେ ପ୍ରତ୍ୟେକ ମତଦାତା ନିଜନିଜର ମତାଧିକାର ପ୍ରୟୋଗ କରିବା ଆବଶ୍ୟକ

ସମକକ୍ଷ : ଭୋଟଅଧିକାର


ଅନ୍ୟ ଭାଷାରେ ଅନୁବାଦ :

संसद,संस्था आदि के सदस्य या प्रतिनिधि का निर्वाचन करने के लिए वोट या मत देने का अधिकार।

चुनाव के समय प्रत्येक मतदाता को अपने मताधिकार का प्रयोग करना चाहिए।
मताधिकार, वोटाधिकार