ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣିପୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣିପୁରୀ   ବିଶେଷ୍ୟ

ଅର୍ଥ : ମଣିପୁରରେ କୁହାଯାଉଥିବା ଭାଷା

ଉଦାହରଣ : ସେମାନେ ଦୁଇ ଜଣ ମଣିପୁରୀରେ କଥା ହେଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

मणिपुर में बोली जाने वाली भाषा।

वे दोनों मणिपुरी में बातें कर रहे हैं।
मणिपुरी

ଅର୍ଥ : ମଣିପୁର ନିବାସୀ

ଉଦାହରଣ : ଆଜି ରଙ୍ଗମଞ୍ଚରେ ମଣିପୁରୀମାନଙ୍କର ନୃତ୍ୟ ଥିଲା


ଅନ୍ୟ ଭାଷାରେ ଅନୁବାଦ :

मणिपुर का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

आज रंगशाला में मणिपुरियों का नृत्य था।
मणिपुरी

A native or inhabitant of India.

indian

ମଣିପୁରୀ   ବିଶେଷଣ

ଅର୍ଥ : ମଣିପୁରରେ ରହିବା ବ୍ୟକ୍ତି

ଉଦାହରଣ : କାଲି କଲେଜକୁ ମଣିପୁରୀ ଡାକ୍ତରମାନଙ୍କର ଏକ ଦଳ ଆସିବାର ଅଛି

ଅର୍ଥ : ମଣିପୁର ସମ୍ବନ୍ଧିତ

ଉଦାହରଣ : ଆମେ ମଣିପୁରୀ ନୃତ୍ୟ ଦେଖିବାକୁ ଯାଇଥିଲୁ


ଅନ୍ୟ ଭାଷାରେ ଅନୁବାଦ :

मणिपुर का या वहाँ के निवासी, भाषा, संस्कृति इत्यादि से संबंधित।

हम लोग मणिपुरी नृत्य देखने गए थे।
कल कॉलेज में मणिपुरी डॉक्टरों का एक दल आने वाला है।
मुझे मणिपुरी साहित्य के विषय में कुछ जानकारी चाहिए।
मणिपुरी

ଅର୍ଥ : ମଣିପୁରୀ ଭାଷାରେ ରଚିତ

ଉଦାହରଣ : ତୁମେ କଣ ମୋତେ ମଣିପୁରୀ ସାହିତ୍ୟ ବିଷୟରେ କିଛି ଜ୍ଞାନ ଦେଇପାରିବ?