ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗୋଲ ଭାଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗୋଲ ଭାଷା   ବିଶେଷ୍ୟ

ଅର୍ଥ : ମଙ୍ଗୋଲିଆ ତଥା ଚୀନରେ ରହୁଥିବା ମଙ୍ଗୋଲମାନଙ୍କ ଭାଷା

ଉଦାହରଣ : କେତେକ ପ୍ରକାର ଲିଖିତ ଏବଂ କଥାବାର୍ତ୍ତାରେ ମଙ୍ଗୋଲ ଭାଷା ପ୍ରଯୁକ୍ତ ହୋଇଥାଏ

ସମକକ୍ଷ : ମଙ୍ଗୋଲ, ମଙ୍ଗୋଲୀୟାନ ଭାଷା, ମଙ୍ଗୋଲୀୟାନ୍


ଅନ୍ୟ ଭାଷାରେ ଅନୁବାଦ :

मंगोलिया तथा चीन में रहने वाले मंगोलों की भाषा।

मंगोल के कई प्रकार लिखित एवं बोलचाल में प्रयुक्त होते हैं।
मँगोल, मँगोल भाषा, मँगोल-भाषा, मंगोल, मंगोल भाषा, मंगोल-भाषा, मंगोलियन, मंगोलियन भाषा, मंगोलियन-भाषा, मंगोली, मंगोली भाषा

A family of Altaic language spoken in Mongolia.

mongolian, mongolic, mongolic language

ଅର୍ଥ : ଅଲଟେଇକ ଭାଷା ପରିବାରର ଗୋଟିଏ ଉପଭାଷା

ଉଦାହରଣ : ଅଲଟେଇକ ଭାଷା ପରିବାରରେ ମଙ୍ଗୋଲ ଭାଷା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭାଷା

ସମକକ୍ଷ : ମଙ୍ଗୋଲ, ମଙ୍ଗୋଲୀୟାନ ଭାଷା, ମଙ୍ଗୋଲୀୟାନ୍


ଅନ୍ୟ ଭାଷାରେ ଅନୁବାଦ :

अल्टेइक भाषा परिवार की एक उपभाषा।

मंगोलियन अल्टेइक भाषा परिवार की एक महत्वपूर्ण भाषा है।
मंगोलिक, मंगोलिक भाषा, मंगोलियन, मंगोलियन भाषा

A family of Altaic language spoken in Mongolia.

mongolian, mongolic, mongolic language