ଅର୍ଥ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
ଉଦାହରଣ :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନୌକାର ଆଗକୁ ଉଠିଥିବା କୋଣ
ଉଦାହରଣ :
ନୌକାର ଆର ମୁଣ୍ଡରେ ବସିଥିବା ବାଳକ ଡରିଯାଇ ମଙ୍ଗକୁ ଧରିପକାଇଲା
ଅନ୍ୟ ଭାଷାରେ ଅନୁବାଦ :