ଅର୍ଥ : ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
ଉଦାହରଣ :
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
ଅନ୍ୟ ଭାଷାରେ ଅନୁବାଦ :
ऐसी चीज़ जो बिलकुल रद्दी मान ली गई हो।
वह आज अपने कमरे से कूड़ा करकट हटाने में व्यस्त है।Any materials unused and rejected as worthless or unwanted.
They collect the waste once a week.ଅର୍ଥ : ଜମି ଉପରେ ପଡ଼ିଥିବା ଧୂଳି ଏବଂ ଭଙ୍ଗାରୁଜା ଜିନିଷକୁ ଝାଡ଼ୁଆଦିରେ ସଫାକରି ବାହାର କରାଯାଏ
ଉଦାହରଣ :
ଆବର୍ଜନା ବସ୍ତୁକୁ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ
ସମକକ୍ଷ : ଆବର୍ଜନା ବସ୍ତୁ
ଅନ୍ୟ ଭାଷାରେ ଅନୁବାଦ :
ज़मीन पर पड़ी हुई धूल और टूटी-फूटी चीज़ें जो झाड़ू आदि से साफ़ करने पर निकलते हैं।
कूड़े को कूड़ेदान में ही डालना चहिए।ଅର୍ଥ : ଶରୀରରୁ ନିର୍ଗତ ହେଉଥିବା ମଇଳା
ଉଦାହରଣ :
ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
ଅନ୍ୟ ଭାଷାରେ ଅନୁବାଦ :
Waste matter (as urine or sweat but especially feces) discharged from the body.
body waste, excrement, excreta, excretion, excretory productଅର୍ଥ : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ
ଉଦାହରଣ :
କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ
ସମକକ୍ଷ : ଆବର୍ଜନା, ବର୍ଜ୍ୟବସ୍ତୁ
ଅନ୍ୟ ଭାଷାରେ ଅନୁବାଦ :
वह पदार्थ जिसे अनुपयोगी समझकर फेंक दिया जाता है।
कारखानों के अपशेष नदियों आदि के जल को प्रदूषित करते हैं।Any materials unused and rejected as worthless or unwanted.
They collect the waste once a week.ଅର୍ଥ : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ଉଦାହରଣ :
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ସମକକ୍ଷ : ଅସନା
ଅନ୍ୟ ଭାଷାରେ ଅନୁବାଦ :
Fine powdery material such as dry earth or pollen that can be blown about in the air.
The furniture was covered with dust.ଅର୍ଥ : ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଉଦାହରଣ :
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ ତାର ମନ ମଇଳା
ସମକକ୍ଷ : ଦୂଷିତ
ଅନ୍ୟ ଭାଷାରେ ଅନୁବାଦ :
जो स्वच्छ न हो या जिस पर मैल, धूल आदि हों।
पाठशाला में मैले कपड़े पहनकर नहीं आना चाहिए।Soiled or likely to soil with dirt or grime.
Dirty unswept sidewalks.