ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଂଗୋଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଂଗୋଲ   ବିଶେଷ୍ୟ

ଅର୍ଥ : ମଙ୍ଗୋଲିଆର ମୂଳ ନିବାସୀ

ଉଦାହରଣ : ମଙ୍ଗୋଲମାନେ ଚୀନ ଉପରେ ଆକ୍ରମଣ କରିଥିଲେ

ସମକକ୍ଷ : ମଂଗୋଲିଆବାସୀ ‍‍‍, ମଂଗୋଲୀୟ, ମଙ୍ଗୋଲ, ମଙ୍ଗୋଲିଆବାସୀ, ମଙ୍ଗୋଲୀୟ


ଅନ୍ୟ ଭାଷାରେ ଅନୁବାଦ :

मंगोलिया का मूल निवासी।

मंगोलों ने चीन पर हमला किया था।
मँगोल, मंगोल, मंगोलियन, मंगोलिया वासी, मंगोलिया-वासी

A member of the nomadic peoples of Mongolia.

mongol, mongolian

ଅର୍ଥ : ମଧ୍ୟ ଏସିଆରେ ବାସକରୁଥିବା ଏକ ଜାତି

ଉଦାହରଣ : ପ୍ରାଚୀନ କାଳରେ ମଙ୍ଗୋଲ ଜାତି ମଧ୍ୟ ଏସିଆରେ ବାସ କରୁଥିଲେ

ସମକକ୍ଷ : ମଂଗୋଲ ଜାତି, ମଙ୍ଗୋଲ, ମଙ୍ଗୋଲ ଜାତି


ଅନ୍ୟ ଭାଷାରେ ଅନୁବାଦ :

मध्य एशिया में बसनेवाली एक जाति।

प्राचीन काल में मँगोल जाति मध्य एशिया में बसती थी।
मँगोल, मँगोल जाति, मंगोल, मंगोल जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ମଂଗୋଲ   ବିଶେଷଣ

ଅର୍ଥ : ମଙ୍ଗୋଲିଆ ସହ ସମ୍ବନ୍ଧିତ ବା ମଙ୍ଗୋଲିଆର

ଉଦାହରଣ : ମଙ୍ଗୋଲ ଆକ୍ରମଣକାରୀ ମାନଙ୍କୁ ପରାସ୍ତ ହେବାକୁ ପଡିଲା

ସମକକ୍ଷ : ମଂଗୋଲିୟାନ୍, ମଙ୍ଗୋଲ, ମଙ୍ଗୋଲିୟାନ୍


ଅନ୍ୟ ଭାଷାରେ ଅନୁବାଦ :

मंगोलिया के निवासी, भाषा, संस्कृति आदि से संबंधित या मंगोलिया का।

मंगोल आक्रमणकारियों को परास्त होना पड़ा।
मँगोल, मंगोल, मंगोलियन, मंगोलियाई

Of or relating to the region of Mongolia or its people or their languages or cultures.

The Mongol invaders.
A Mongolian pony.
Mongolian syntax strongly resembles Korean syntax.
mongol, mongolian