ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାଦ୍ରବ ମାସରେ ପାଚୁଥିବା ଏକ ଫସଲ
ଉଦାହରଣ : ଚାଷୀ ଜମିରେ ଭୋଦେଇ ଫସଲ କାଟୁଛି
ସମକକ୍ଷ : ଭୋଦୁଆ, ଭୋଦେଇ ଫସଲ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भादों में पककर तैयार होने वाली फसल।
The yield from plants in a single growing season.
ଅର୍ଥ : ଭାଦ୍ରବ ମାସର ବା ତା ସହିତ ସମ୍ବନ୍ଧିତ
ଉଦାହରଣ : ଆଜି ଭାଦ୍ର ତୃତୀୟା
ସମକକ୍ଷ : ଭାଦ୍ର, ଭୋଦୁଅ
ଅନ୍ୟ ଭାଷାରେ ଅନୁବାଦ :हिन्दी
भादों के महीने का या उससे संबंधित।
ଅର୍ଥ : ଭାଦ୍ରବ ମାସରେ ହେଉଥିବା
ଉଦାହରଣ : କୃଷକ ଖେତରେ ଭୋଦେଇ କୁହୁଡ଼ି ଭାଙ୍ଗୁଛି
भादों के महीने में होने वाला।
ସଂସ୍ଥାପନ କରନ୍ତୁ