ଅର୍ଥ : ବିଷୟ ଆଦି ଭୋଗ କରିବା ବା ଭୋଗରେ ଲଗାଇବା ବ୍ୟକ୍ତି
ଉଦାହରଣ :
ଭୋଗୀ ବ୍ୟକ୍ତି ଯେତେବେଳେ ଅସଂଯମିତ ହୋଇଯାଏ, ସେତେବେଳେ ସେ ରୋଗୀ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
विषय आदि का भोग करने वाला या भोग में लगा हुआ।
भोगी व्यक्ति जब असंयमित हो जाता है तो वह रोगी हो जाता है।ଅର୍ଥ : ଯିଏ ଭୋଗ କରିସାରିଛି ବା ଭୋଗକାରୀ
ଉଦାହରଣ :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
ଅନ୍ୟ ଭାଷାରେ ଅନୁବାଦ :
Having experience. Having knowledge or skill from observation or participation.
experienced, experient