ଅର୍ଥ : କଳା ରଙ୍ଗର ଏକ ପତଙ୍ଗ
ଉଦାହରଣ :
ଫୁଲ ଉପରେ ଭଅଁର ବସିଛି ସୂରଦାସଙ୍କର ଭ୍ରମର ଗୀତରେ ଭଅଁରକୁ ମାଧ୍ୟମ କରାଯାଇଛି
ସମକକ୍ଷ : ଅଳି, ଭଅଁର, ଭ୍ରମର, ମଧୁକର, ମଧୁବ୍ରତ, ମଧୁଲିଟ
ଅନ୍ୟ ଭାଷାରେ ଅନୁବାଦ :
काले रंग का एक पतंगा।
भौंरा पुष्प के ऊपर मँडरा रहा है।