ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ଉଦାହରଣ : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
ସମକକ୍ଷ : ଅପରାଧ, ଅଶୁଦ୍ଧି, ତ୍ରୁଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
ଅର୍ଥ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
ଉଦାହରଣ : ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
ସମକକ୍ଷ : ଅପରାଧ
ଅନ୍ୟ ଭାଷାରେ ଅନୁବାଦ :हिन्दी
कोई ऐसा काम जो किसी विधि या विधान के विरुद्ध हो और जिसके लिए कर्ता को दंड मिल सकता हो।
ଅର୍ଥ : ଯାହା ଠିକ୍ ନୁହେଁ
ଉଦାହରଣ : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
ସମକକ୍ଷ : ଅଶୁଦ୍ଧ
जो सही न हो।
ଅର୍ଥ : ଯିଏ ଅସତ୍ୟରେ ପୂର୍ଣ୍ଣ
ଉଦାହରଣ : ସାକ୍ଷୀର ମିଥ୍ୟା ବୟାନ ଯୋଗୁଁ ନିର୍ଦ୍ଦୋଷୀକୁ ଫାସୀ ଦଣ୍ଡ ମିଳିଲା
ସମକକ୍ଷ : ଅମୂଳକ, ଅସତ୍ୟ, ମିଛ, ମିଥ୍ୟା
जो असत्यता से भरा हुआ हो।
Not according with the facts.
ସଂସ୍ଥାପନ କରନ୍ତୁ