ଅର୍ଥ : ସତେଇଶ (୨୭) ନକ୍ଷତ୍ର ମଧ୍ୟରୁ ଦ୍ୱିତୀୟ ନକ୍ଷତ୍ର
ଉଦାହରଣ :
ଅଶ୍ୱିନୀ ନକ୍ଷତ୍ର ଭରଣୀ ନକ୍ଷତ୍ର ପୂର୍ବରୁ ଆସେ
ସମକକ୍ଷ : ଦ୍ୱିଜା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
सत्ताईस नक्षत्रों में से दूसरा नक्षत्र।
अश्विनी नक्षत्र भरणी से पहले आता है।ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଭରଣୀ ନକ୍ଷତ୍ରରେ ଥାଆନ୍ତି
ଉଦାହରଣ :
ଭରଣୀ ନକ୍ଷତ୍ରରେ ଗାଈର ବାଛୁରୀ ଜନ୍ମ ହେଲା
ସମକକ୍ଷ : ଭରଣୀ ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
वह समय जब चंद्रमा भरणी नक्षत्र में होता है।
भरणी नक्षत्र में गाय ने बछिया जनी।