ଅର୍ଥ : କୌଣସି ଭଙ୍ଗାରୁଜା ଅଥବା ଭୁଷୁଡ଼ି ପଡ଼ିଥିବା ଘରର ଅଂଶ
ଉଦାହରଣ :
ଏହା କୌଣସି ମୋଗଲକାଳୀନ ଦୁର୍ଗର ଭଗ୍ନାବଶେଷ
ସମକକ୍ଷ : ଖଣ୍ଡିତାଂଶ, ଧ୍ୱଂସାବଶେଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଙ୍ଗାରୁଜା ବସ୍ତୁ, ଯେପରି ଭୁଷୁଡ଼ି ପଡ଼ିଥିବା ଭବନର ଇଟା,ପଥର ଆଦି ବା ସେଗୁଡ଼ିକର ଗଦା
ଉଦାହରଣ :
ଭଗ୍ନାବଶେଷଭିତରୁ ଦୁଇଟି ଶବ ବାହାର କରାଗଲା
ସମକକ୍ଷ : ଭଙ୍ଗାଇଟାପଥରଗଦା
ଅନ୍ୟ ଭାଷାରେ ଅନୁବାଦ :