ଅର୍ଥ : ଜ୍ୟୋତିଷଶାସ୍ତ୍ର ଅନୁସାରେ ପୁନର୍ବସୁ,ଉତ୍ତରାଷାଢ଼ା,କୃତ୍ତିକା,ଉତ୍ତରା ଫାଲଗୁନୀ,ପୂର୍ବଭାଦ୍ରପଦ ତଥା ବିଶାଖା ଏହି ଛଅଟି ନକ୍ଷତ୍ରରୁ ଗୋଟିଏରେ ମୃତ୍ୟୁହେଲେ ଦ୍ୱିପାଦ ଦୋଷ ଲାଗେ
ଉଦାହରଣ :
ତାଙ୍କ ମୃତ୍ୟୁ ଭଗ୍ନପାଦରେ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
फलित ज्योतिष के अनुसार पुनर्वसु, उत्तराषाढ़ा, कृत्तिका, उत्तरा फाल्गुनी, पूर्वभाद्रपद तथा विशाखा ये छः नक्षत्र जिनमें से किसी एक में मरने पर द्विपाद दोष लगता है।
उनकी मृत्यु भग्नपाद में हुई।