ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାକରଣିକ ପ୍ରକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସମାନ ବ୍ୟାକରଣିକ ବିଶେଷତା ଥିବା ଶବ୍ଦ

ଉଦାହରଣ : ପ୍ରତ୍ୟେକ ଭାଷାରେ ଶବ୍ଦଗୁଡ଼ିକୁ ବ୍ୟାକରଣିକ ଭେଦର ଆଧାର ଅନୁସାରେ ବର୍ଗୀକରଣ କରାଯାଇଛି

ସମକକ୍ଷ : ବ୍ୟାକରଣିକ ଭେଦ


ଅନ୍ୟ ଭାଷାରେ ଅନୁବାଦ :

शब्दों का वह प्रकार जिसमें व्याकरणिक विशेषता एक समान होती है।

सभी भाषाओं में शब्दों को व्याकरणिक भेद के आधार पर वर्गीकृत किया गया है।
व्याकरणिक प्रकार, व्याकरणिक भेद

(grammar) a category of words having the same grammatical properties.

grammatical category, syntactic category