ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୌଦ୍ଧ ଭିକ୍ଷୁଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୌଦ୍ଧ ଭିକ୍ଷୁଣୀ   ବିଶେଷ୍ୟ

ଅର୍ଥ : ବୌଦ୍ଧ ଧର୍ମ ଅନୁଯାୟୀ ହୋଇଥିବା ସାଧିକା ବା ବୌଦ୍ଧ ସାଧ୍ୱୀ

ଉଦାହରଣ : ଜଣେ ବୌଦ୍ଧ ଭିକ୍ଷୁଣୀ ବୌଦ୍ଧ ମନ୍ଦିରକୁ ସଫା କରୁଛନ୍ତି

ସମକକ୍ଷ : ଭିକ୍ଷୁଣୀ, ଶ୍ରମଣା


ଅନ୍ୟ ଭାଷାରେ ଅନୁବାଦ :

वह साधिका या साधुनी जो बौद्ध धर्म की अनुयायी हो।

एक बौद्ध भिक्षुणी बौद्ध मंदिर की सफ़ाई कर रही है।
बौद्ध भिक्षुणी, भिक्षुणी, श्रमका, श्राविका

A woman religious.

nun