ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୌଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୌଦ୍ଧ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ବୌଦ୍ଧ ଧର୍ମକୁ ମାନିଥାନ୍ତି

ଉଦାହରଣ : ତ୍ରିପିଟକ ବୌଦ୍ଧଧର୍ମାବଲମ୍ବୀମାନଙ୍କର ଧର୍ମ ଗ୍ରନ୍ଥ

ସମକକ୍ଷ : ବୌଦ୍ଧଧର୍ମାବଲମ୍ବୀ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जो बौद्ध धर्म को मानता हो।

त्रिपिटक बौद्ध धर्मावलंबिओं का धर्म ग्रंथ है।
बौद्ध, बौद्ध धर्मावलंबी

One who follows the teachings of Buddha.

buddhist

ବୌଦ୍ଧ   ବିଶେଷଣ

ଅର୍ଥ : ଯେଊଁ ବ୍ୟକ୍ତି ଗୌତମ ବୁଦ୍ଧଙ୍କଦ୍ୱାରା ଚଳାଯାଇଥିବା ଧର୍ମର ଅନୁଗାମୀ

ଉଦାହରଣ : ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ନିମନ୍ତେ ଏହି ମଠ ତିଆରି ହୋଇଛି

ସମକକ୍ଷ : ବୌଦ୍ଧ ଧର୍ମାବଲମ୍ବୀ


ଅନ୍ୟ ଭାଷାରେ ଅନୁବାଦ :

जो गौतम बुद्ध के चलाये हुए धर्म का अनुयायी हो।

बौद्ध धर्मावलंबी व्यक्तियों के लिए यह मठ बनाया जा रहा है।
बौद्ध, बौद्ध धर्मावलंबी

ଅର୍ଥ : ଗୌତମ ବୁଦ୍ଧ ବା ତାଙ୍କଦ୍ୱାରା ପ୍ରଚଳିତ ଧର୍ମ ସହିତ ସମ୍ବନ୍ଧ ରଖିଥିବା ବ୍ୟକ୍ତି

ଉଦାହରଣ : ସେ ବୌଦ୍ଧ ଶାସ୍ତ୍ରର ଅଧ୍ୟୟନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

गौतम बुद्ध या उनके चलाए हुए धर्म से संबंध रखनेवाला।

वह बौद्ध शास्त्र का अध्ययन कर रहा है।
बौद्ध

Of or relating to or supporting Buddhism.

Buddhist sculpture.
buddhist, buddhistic