ଅର୍ଥ : କହିବା ବା ବତେଇବା ବ୍ୟକ୍ତି
ଉଦାହରଣ :
ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ
ସମକକ୍ଷ : ଦ୍ୟୋତକ, ବାଚକ, ବାଚୀ, ସୂଚକ
ଅନ୍ୟ ଭାଷାରେ ଅନୁବାଦ :
(usually followed by `of') pointing out or revealing clearly.
Actions indicative of fear.