ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈଷ୍ଣବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈଷ୍ଣବ   ବିଶେଷ୍ୟ

ଅର୍ଥ : ବିଷ୍ଣୁଙ୍କର ଉପାସକ ବା ଭକ୍ତ

ଉଦାହରଣ : ବୈଷ୍ଣବମାନଙ୍କ ଦଳ ବିଷ୍ଣୁ ମନ୍ଦିରଆଡ଼କୁ ଯାଉଛନ୍ତି

ସମକକ୍ଷ : ବିଷ୍ଣୁଭକ୍ତ


ଅନ୍ୟ ଭାଷାରେ ଅନୁବାଦ :

विष्णु का उपासक तथा भक्त।

वैष्णवों का जत्था विष्णु मंदिर की ओर जा रहा है।
तीर्थपादीय, विष्णुभक्त, वैष्णव

Worshipper of Vishnu.

vaishnava

ଅର୍ଥ : ହିନ୍ଦୁମାନଙ୍କ ଏକ ସଂପ୍ରଦାୟ ଯେଉଁମାନେ ବିଶେଷ ରୂପରେ ବିଷ୍ଣୁଙ୍କ ଉପାସକ ହୋଇଥାନ୍ତି

ଉଦାହରଣ : ଶ୍ୟାମ ବୈଷ୍ଣବଙ୍କ ଅନୁଗାମୀ

ସମକକ୍ଷ : ବୈଷ୍ଣବ ସଂପ୍ରଦାୟ


ଅନ୍ୟ ଭାଷାରେ ଅନୁବାଦ :

हिन्दुओं का एक संप्रदाय जो विशेष रूप से विष्णु का उपासक होता है।

वैष्णव और शैव के उपास्य देव अलग-अलग हैं।
वैष्णव, वैष्णव संप्रदाय

Worshipper of Vishnu.

vaishnava

ବୈଷ୍ଣବ   ବିଶେଷଣ

ଅର୍ଥ : ବିଷ୍ଣୁଙ୍କ ସମ୍ବନ୍ଧୀୟ ବା ବିଷ୍ଣୁଙ୍କର

ଉଦାହରଣ : ବୈଷ୍ଣବ ମଣ୍ଡଳୀ ଭଜନରେ ତଲ୍ଲୀନ


ଅନ୍ୟ ଭାଷାରେ ଅନୁବାଦ :

विष्णु-संबंधी या विष्णु का।

वैष्णव मंडली भजन में लीन है।
वैष्णव