ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ଶାସନ (ବିଶେଷ୍ୟ)
ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ଆବଶ୍ୟକ (ବିଶେଷ୍ୟ)
କୌଣସି ରାଜ୍ୟ ବା ରାଷ୍ଟ୍ରର ସର୍ବପ୍ରଧାନ ସରକାର ବା ଶାସନସତ୍ତା ଯାହାର ମୁଖ୍ୟସ୍ଥାନ ସେହି ରାଜଧାନୀରେ ହୋଇଥାଏ ଏବଂ ଯାହା ସେଠାରୁ ସାରାଦେଶଉପରେ ଶାସନ କରିଥାଏ
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ଅବକାଶ (ବିଶେଷ୍ୟ)
କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ବିଫଳ ହେବା (କ୍ରିୟାପଦ)
ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଅଭିସାର (ବିଶେଷ୍ୟ)
ପ୍ରଥମ ମିଳନରେ ହେଉଥିବା ପୂର୍ଣ୍ଣତା (ବିଶେଷକରି ପ୍ରମାଳାପ ବା କିଛି ଅନ୍ତରଙ୍ଗ କଥାବାର୍ତ୍ତା ନିମନ୍ତେ)
ରାଣ୍ଡି ବାହାଘର (ବିଶେଷ୍ୟ)
କେତେକ ଜାତିରେ ବିଧବାମାନଙ୍କ ସହିତ କରାଯାଉଥିବା ବିବାହ
ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି