ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଲ୍‌ଡୋଜର୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଲ୍‌ଡୋଜର୍‌   ବିଶେଷ୍ୟ

ଅର୍ଥ : ଯେଉଁ ବଡ଼ ଚଳମାନ ଯନ୍ତ୍ର ସାହାଯ୍ୟରେ ଘର ଆଦି ଭଙ୍ଗାଯାଏ

ଉଦାହରଣ : ସରକାରୀ ଅଧିକାରୀ ରାସ୍ତା କଡ଼ରେ ତିଆରି ହୋଇଥିବା ଅବୈଧ ଘରଗୁଡ଼ିକୁ ବୁଲ୍‌ଡୋଜର୍‌ଦ୍ୱାରା ଧୂଳିସାତ କରିଦେଲେ


ଅନ୍ୟ ଭାଷାରେ ଅନୁବାଦ :

एक बड़ा सचल यंत्र जिससे मकान आदि गिराए जाते हैं।

सरकारी अधिकारी ने सड़क के किनारे बने अवैध भवनों को बुलडोजर द्वारा ध्वस्त करा दिया।
बुलडोजर, बुलडौजर

Large powerful tractor. A large blade in front flattens areas of ground.

bulldozer, dozer