ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀରରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀରରସ   ବିଶେଷ୍ୟ

ଅର୍ଥ : ସାହିତ୍ୟର ନବ ରସ ମଧ୍ୟରୁ ଗୋଟିଏ ଯାହା ଅସହାୟ ବା ଦୀନ-ଦୁଃଖୀମାନଙ୍କ କଷ୍ଟ ଦୂର କରିବା ନିମନ୍ତେ ମନରେ ସୃଷ୍ଟ ଉତ୍ସାହ ଏବଂ ସାହସରୁ ଉତ୍ପନ୍ନ ହୋଇଥାଏ

ଉଦାହରଣ : ସୁଭଦ୍ରା କୁମାରୀ ଚୌହାନ୍ ବୀର ରସର କବିତା ଲେଖିବାରେ ପଟୁ


ଅନ୍ୟ ଭାଷାରେ ଅନୁବାଦ :

साहित्य के नौ रसों में से एक जो असहाय या दीन-दुखी का कष्ट दूर करने के लिए मन में होनेवाले उत्साह और साहस से उत्पन्न होता है।

सुभद्रा कुमारी चौहान वीर रस की कविताएँ लिखने में माहिर थीं।
वीर रस