ଅର୍ଥ : ତୁମ୍ବୀରେ ତିଆରି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହା ସାପୁଆକେଳା ବଜାଏ
ଉଦାହରଣ :
ବୀନ୍ ବାଜିବାରୁ ସାପ ନିଜର ମୁଣ୍ଡ ହଲାଇବାକୁ ଲାଗିଲା
ସମକକ୍ଷ :
ବୀନ୍
ଅନ୍ୟ ଭାଷାରେ ଅନୁବାଦ :
तूँबी से बना एक बाजा जिसे सँपेरे बजाते हैं।
सँपेरे के बीन बजाते ही साँप अपना सिर हिलाने लगा।
बीन,
बीन बाजा