ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ମୟସୂଚକ ଚିହ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଏକ ପ୍ରକାରର ଚିହ୍ନ ଯାହା ବିସ୍ମୟ, ଦୁଃଖ, ଆଶ୍ଚର୍ଯ୍ୟଆଦି ପ୍ରକାଶ କଲାଭଳି ଶବ୍ଦ ସୂଚକ ହୋଇଥାଏ

ଉଦାହରଣ : ଆରେ ! ଆପଣ ଆସିଗଲେଣିବାକ୍ୟରେ ଆରେ ପରେ ବିସ୍ମୟସୂଚକ ଚିହ୍ନ ଲଗାହୋଇଛି

ସମକକ୍ଷ : ସମ୍ବୋଧନ ଚିହ୍ନ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का चिह्न जो विस्मय, खेद, आश्चर्य आदि प्रकट करनेवाले शब्दों के बाद लगाया जाता है।

अरे! आप आ गए वाक्य में अरे के बाद विस्मयादि बोधक चिह्न लगा है।
विस्मयादि बोधक चिन्ह, विस्मयादि बोधक चिह्न, संबोधन चिन्ह, संबोधन चिह्न

A punctuation mark (!) used after an exclamation.

exclamation mark, exclamation point