ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ବିଷ ଅଛି (ଜୀବ)
ଉଦାହରଣ : ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
ସମକକ୍ଷ : ଗୋଖର, ବିଷଧର, ବିଷାକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें विष हो (जीव)।
ଅର୍ଥ : ବିଷରେ ବୁଡ଼ା ହୋଇଥିବା
ଉଦାହରଣ : ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
ସମକକ୍ଷ : ଜହରିଆ, ବିଷାକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
विष में बुझाया हुआ।
Having the qualities or effects of a poison.
ଅର୍ଥ : ଯାହା ବିଷରେ ପରିପୂର୍ଣ୍ଣ
ଉଦାହରଣ : ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
ସମକକ୍ଷ : ବିଷମୟ, ବିଷାକ୍ତ
जो विष से भरा हो।
ସଂସ୍ଥାପନ କରନ୍ତୁ