ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶେଷକ ଅର୍ଥାଳଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଅର୍ଥାଳଙ୍କାରର ଏକ ପ୍ରକାରଭେଦ

ଉଦାହରଣ : ବିଶେଷକରେ ସମାନ ଗୁଣଧର୍ମଯୁକ୍ତ ପ୍ତସ୍ତୁତ ଓ ଅପ୍ରସ୍ତୁତ ଦୁଇଟି ତତ୍ତ୍ୱର ସମାନତା ପ୍ରକାଶ କରିବା ସହିତ ପ୍ରସ୍ତୁତଦ୍ୱାରା ଯେଉଁ ବିଶେଷଗୁଣ ସୃଷ୍ଟିହୁଏ, ତାହା ଅପ୍ରସ୍ତୁତଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ

ସମକକ୍ଷ : ବିଶେଷକ


ଅନ୍ୟ ଭାଷାରେ ଅନୁବାଦ :

अर्थालंकार का एक भेद।

विशेषक में समान गुणधर्म वाले प्रस्तुत और अप्रस्तुत दोनों तत्वों की समानता बताने के साथ ही साथ प्रस्तुत में कोई ऐसी विशेषता बताई जाती है जिससे वह अप्रस्तुत से भिन्न और विशिष्ट हो जाता है।
विशेषक, विशेषक अर्थालंकार