ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କ୍ଳାନ୍ତିର ସ୍ଥିତି
ଉଦାହରଣ : ଦିନତମାମ ସମ୍ମିଳନୀରେ ସମସ୍ତଙ୍କ ଭାଷଣ ଶୁଣିଶିଣି କ୍ଳାନ୍ତି ଆସିଗଲାଣି, ଚାଲ କୁଆଡ଼ୁ ବୁଲିକି ଆସିବା
ସମକକ୍ଷ : କ୍ଳାନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
ऊबने या बोर होने की स्थिति या भाव।
The feeling of being bored by something tedious.
ଅର୍ଥ : ଚଡ଼ିବା ଅବସ୍ଥା ବା ଭାବ
ଉଦାହରଣ : ତା ସହିତ ଥଟ୍ଟା କର ନାହିଁ, ସେ ଛୋଟ ଛୋଟ କଥାରେ ଚିଡ଼ିଯାଏ
ସମକକ୍ଷ : ଚିଡ଼ି ଚିଡ଼ା
चिढ़ने की अवस्था या भाव।
Anger produced by some annoying irritation.
ଅର୍ଥ : ମନରେ ଦବିରହିଥିବା କ୍ରୋଧ, ଦୁଃଖ
ଉଦାହରଣ : ବାପା ଅଫିସରୁ ଆସିବା କ୍ଷଣି ମାଆ ଦିନଯାକର ସଞ୍ଚିତ ବିରକ୍ତି ବାହାର କଲେ
ସମକକ୍ଷ : ଅସନ୍ତୋଷ, କ୍ରୋଧ
ଅନ୍ୟ ଭାଷାରେ ଅନୁବାଦ :हिन्दी
मन में दबाया हुआ क्रोध, दुख या द्वेष।
ସଂସ୍ଥାପନ କରନ୍ତୁ