ଅର୍ଥ : କାହାର ବିବାହିତା ସ୍ତ୍ରୀ
ଉଦାହରଣ :
ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି
ସମକକ୍ଷ : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
किसी की विवाहिता नारी।
वह अपनी पत्नी पर जान छिड़कता है।