ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନାଶ କରୁଥିବା ବ୍ୟକ୍ତି
ଉଦାହରଣ : ଭଗବାନ ଶଙ୍କରଙ୍କୁ ସୃଷ୍ଟିର ବିନାଶକ କୁହାଯାଏ
ସମକକ୍ଷ : ଧ୍ୱଂସକର୍ତ୍ତା, ନାଶକ, ବିନାଶୀ, ସଂହାରକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
विनाश करने वाला व्यक्ति।
A person who destroys or ruins or lays waste to.
ଅର୍ଥ : ଯେ ନାଶ କରେ
ଉଦାହରଣ : ଚାଷୀ ବିଲରେ କୀଟନାଶକ ଔଷଧ ପକଉଛି ଭଗବାନ ବିଘ୍ନ ବିନାଶକ
ସମକକ୍ଷ : ନାଶକ, ନାଶୀ, ବିନାଶକାରକ, ବିନାଶକାରୀ, ବିନାଶୀ, ବିଲୋପକ
जो नाश करता हो।
Causing destruction or much damage.
ସଂସ୍ଥାପନ କରନ୍ତୁ