ଅର୍ଥ : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
ଉଦାହରଣ :
ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
ସମକକ୍ଷ : ଚତୁର୍ମୁଖ, ପଦ୍ମଯୋନି, ପିତାମହ, ପ୍ରଜାପତି, ବ୍ରହ୍ମା, ହଂସବାହନ, ହିରଣ୍ୟଗର୍ଭ
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के एक देवता जो सृष्टि के सृजक माने जाते हैं।
नारद ब्रह्मा के वरद पुत्र हैं।The Creator. One of the three major deities in the later Hindu pantheon.
brahma