ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
ଉଦାହରଣ : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
ସମକକ୍ଷ : କୋବିଦ, ଜ୍ଞାତା, ଜ୍ଞାନୀ, ପଣ୍ଡିତ, ବିଦ୍ୱାନ, ବିବୁଧ, ସୁମନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिसे किसी चीज का अच्छा ज्ञान हो।
Someone who has been admitted to membership in a scholarly field.
ଅର୍ଥ : ଯିଏ ଶିକ୍ଷା ଗ୍ରହଣ କରିଛି
ଉଦାହରଣ : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି
ସମକକ୍ଷ : ପଢ଼ାଲିଖା, ପଢ଼ୁଆ, ଶିକ୍ଷିତ, ସାକ୍ଷର
जिसने शिक्षा ग्रहण की हो।
Possessing an education (especially having more than average knowledge).
ଅର୍ଥ : ଯେ ବହୁତ ବେଶି ପାଠ ପଢ଼ିଛି
ଉଦାହରଣ : ଆଜିର ସଭାରେ କେହିଜଣେ ବିଦ୍ୱାନ ବ୍ୟକ୍ତି ଭାଷଣ ଦେଇଥିଲେ
ସମକକ୍ଷ : ଜ୍ଞାନୀ, ପଣ୍ଡିତ, ବିଦ୍ୱାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसने बहुत अधिक विद्या अर्जित की हो।
ଅର୍ଥ : ଯାହାର ଅବଗତି ଅଛି
ଉଦାହରଣ : ଏହି କାମକୁ କୌଣସି ଅଭିଜ୍ଞ ଲୋକକୁ ଦିଅନ୍ତୁ
ସମକକ୍ଷ : ଅଭିଜ୍ଞ, ଜ୍ଞାତା
जिसे जानकारी हो।
ସଂସ୍ଥାପନ କରନ୍ତୁ